ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ରପ୍ତାନି ରେକର୍ଡ ସ୍ତରରେ ପହଞ୍ଚିଛି।
ସମ୍ବଲପୁରୀ ବନ୍ଧ ଶାଢ଼ୀ, କଟକୀ ରୂପା ତାରକସି ଓ ପିପିଲି ଆପ୍ଲିକ କାମର ଚାହିଦା ୟୁରୋପ ଓ ଆମେରିକାରେ ବଢ଼ିଛି।
ସମ୍ବଲପୁରୀ ଓ କଟକୀ ଫିଲିଗ୍ରି ସାମଗ୍ରୀର ବିଦେଶରେ ଚାହିଦା ବଢ଼ିଛି।
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ରପ୍ତାନି ରେକର୍ଡ ସ୍ତରରେ ପହଞ୍ଚିଛି।
ସମ୍ବଲପୁରୀ ବନ୍ଧ ଶାଢ଼ୀ, କଟକୀ ରୂପା ତାରକସି ଓ ପିପିଲି ଆପ୍ଲିକ କାମର ଚାହିଦା ୟୁରୋପ ଓ ଆମେରିକାରେ ବଢ଼ିଛି।
ବ୍ୟବସାୟ ଭିଡିଓମାସକରେ ୫% ଖସିଲା ସୁନା ଦର, ବିବାହ ଋତୁ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି!
ବ୍ୟବସାୟ ଭିଡିଓପିପିଲି ଫ୍ଲିପକାର୍ଟ ହବ୍ରେ ବଢ଼ିଲା କାମର ଚାପ, ବିଗ୍ ବିଲିୟନ୍ ଡେଜ୍କୁ ନେଇ ଡେଲିଭରି କର୍ମଚାରୀ ବ୍ୟସ୍ତ
ବ୍ୟବସାୟ ଭିଡିଓବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆଧୁନିକ ଚାଷ ଓ ଆୟ ବୃଦ୍ଧି ଉପରେ ଗୁରୁତ୍ୱକୃଷକଙ୍କ ଆର୍ଥିକ ଉନ୍ନତି ସହ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଷକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନ
ପ୍ରଥମ ମନ୍ତବ୍ୟ ଦିଅନ୍ତୁ।